Home ଓଡ଼ିଶା ବିରଳ ପ୍ରଜାତିର ମାଛ ଉଦ୍ଧାର

ବିରଳ ପ୍ରଜାତିର ମାଛ ଉଦ୍ଧାର

995

ଧାମରା,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳରୁ ୧୦୭ କେଜିର ଏକ ବିରଳ ମାଛ ଉଦ୍ଧାର କରାଯାଇଛି । ଜେଟିରୁ ଧିବର ମାନେ ଏକ ବିରଳ ପ୍ରଜାତିର ମାଛ ଧରି ବିକ୍ରି କରିଛନ୍ତି । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ ଲକ୍ଷ ୪୯ ହଜାର ଟଙ୍କାରେ ଏହାର ବିକ୍ରି କରାଯାଇଛି ।ତେବେ ଏହି ବିରଳ ମାଛର ନାମ ହେଉଛି ଡ଼ୋନ ସାଗର । ଏହାକୁ ଚେନ୍ନାଇର ଏକ ମେଡ଼ିସିନ କମ୍ପାନୀ କିଣିଛି । ଏହି ବିରଳ ମାଛ ବଙ୍ଗୋପ ସାଗର ସଂଲଗ୍ନ ଧାମରା ବନ୍ଦର ନିକଟସ୍ଥ ଚନ୍ଦନୀପାଳରୁ ନିରୁପମା ନାମକ ଏକ ମାଛଧରା ବୋଟର ଧିବରମାନେ ଏହି ମାଛକୁ ସମୁଦ୍ର ମଧ୍ୟରୁ ଧରିଛନ୍ତି ।

ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.