ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଭିତରେ ଲୁଚି ରହିଥିବା ତାଙ୍କର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି।ଶାନ୍ତ ଏବଂ ଭଦ୍ର ଜଣା ପଡ଼ୁଥିବା ସାଂସଦ ଚନ୍ଦ୍ରଶେଖର ତାଙ୍କର ଉଗ୍ର ରୂପ ଦେଖାଇଛନ୍ତି।ଏକ ସଭାରେ ସେ ତାଙ୍କର ଜଣେ କର୍ମୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି।ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଏବଂ ଏହାକୁ ନେଇ ଚନ୍ଦ୍ରଶେଖରଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡି ପକ୍ଷରୁ … Continue reading ବିଜେଡି ସାଂସଦଙ୍କ ଭାଇରାଲ୍ ଚାପୁଡ଼ା