Home ଓଡ଼ିଶା ବିପୁଳ ପରିମାଣର ବିସ୍ଫୋରକ ଜବତ କଲା ପୁଲିସ, ୩ ଗିରଫ

ବିପୁଳ ପରିମାଣର ବିସ୍ଫୋରକ ଜବତ କଲା ପୁଲିସ, ୩ ଗିରଫ

163

ରାୟଗଡ଼ା,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ରାୟଗଡ଼ା ଗୁଣୁପୁର ପୋଲିସକୁ ମିଳିଛି ବଡ଼ ସଫଳତା । ସୋମବାର ସନ୍ୟାସୀପୁର ଅଞ୍ଚଳରେ ଏକ ବେଆଇନ କ୍ରସର ଉପରେ ଚଢ଼ାଉ କରି ପୋଲିସ ବହୁ ପରିମାଣର ବିସ୍ପୋରକ ଜବତ କରିଛି । ୧୭୦ ଟି ବୁଷ୍ଟର ସହ ୭୦ ଟି ଡିଟୋନେଟର ତାର ପ୍ରଭୃତି ଜବତ କରାଯାଇଛି । ଏହା ସହ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ବିଆର୍‌ସି ନାମକ ଏକ ଠିକା ସଂସ୍ଥା ଏଠାରେ କ୍ରସର ଚଲାଇ ଆସୁଥିବା ବେଳେ ଏତେ ପରିମାଣରେ ବିସ୍ପୋରକ ସାମଗ୍ରୀ କେଉଁଠାରୁ ଓ କାହିଁକି ଆଣିଥିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଗ ୨୧ ବିମାନ କ୍ରାସ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.