Home ଜିଲ୍ଲା ପରିକ୍ରମା ବିଜେଡିର ଜନସର୍ମ୍ପକ ପଦଯାତ୍ରା ଉଦ୍‌ଯାପିତ

ବିଜେଡିର ଜନସର୍ମ୍ପକ ପଦଯାତ୍ରା ଉଦ୍‌ଯାପିତ

75

ଯାଜପୁର୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସର୍ମ୍ପକ ପଦଯାତ୍ର ଆଜି ପାଣିକୋଇଲି ଠାରେ ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଅଳତିରି ଗଡାଣୀରୁ ପଦଯାତ୍ରା ଆରମ୍ଭ ହୋଇ ପାଣିକୋଇଲି କଲ୍ୟାଣ ମଣ୍ଡପ ଠାରେ ଉଦ୍‌ଯାପିତ କରାଯାଇଥିଲା। ସେଠାରେ କୋରାଇ ବିଧାୟକ ଅଶୋକ କୁମାର ବଳଙ୍କ ଦ୍ୱାରା କଳ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ଭକ୍ତ ବତ୍ସଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦଯାତ୍ରାର ସର୍ମ୍ପକରେ ବିଧାୟକ ଶ୍ରୀ ବଳ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅମୂଲ୍ୟବାଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ମାତାଜୀ ଆଏଚ, ଧରଣୀଧର ଘଡାଇ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି, ଜିଲ୍ଲା ବିଜୁଜନତା ଦଳର ଉପସଭାପତି ପ୍ରହଲ୍ଲାଦ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ଧଳ, ଅଥୟ ମହାନ୍ତି, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଧନେଶ୍ୱର ବାରିକ, ବ୍ଲକ ଉପାଧ୍ୟକ୍ଷ ଅନିଲ ମହାପାତ୍ର, ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ଗଣେଶ ସାହୁ, ପ୍ରକାଶ ମଲ୍ଲିକ, ନିର୍ମଳା ରାଉତ, ସୌଭାଗ୍ୟ ମହାନ୍ତି, ସୁରେଖା ସେଠୀ, ବସନ୍ତ ମହାକୁଡ, ଅନାଦି ମଳିକ, ସମିତିସଭ୍ୟ ଜହର ଅଲ୍ଲୀ, କୁଳମଣୀ ଦାସ, ଭାନୁପ୍ରଭା କରଣ. ବଳରାମ ସେଠୀ, ବଳରାମ ସାହୁ, ସନ୍ତୋଷ କୁମାର ବେହେରା, ବରିଷ୍ଠ ନେତା ପିନାକ ରଂଜନ ଦାସ, ଭୀକାରି ବରାଳ, ସୁରେନ୍ଦ୍ର ମିଶ୍ର, ଅଶ୍ୱନୀ ଦାସ, ବିଜୟ କୁମାର ଷଡଙ୍ଗୀ, ଅଶୋକ ପଣ୍ଡା, ଜୟ ପ୍ରକାଶ ବିଶ୍ୱାଳ, ଗୌରୀ ଶଙ୍କର ମହାପାତ୍ର, ରାଜେନ୍ଦ୍ର ରାଉତରାୟ, ମହେଶ ଧଳ, ମଣିନ୍ଦ୍ର ସାହୁ, ମନୋଜ ରାଉତ, ମନୋଜ ପରିଡା, ବିଟୁ ସାମଲ, ଶ୍ରୀଧର ବିଶ୍ୱାଳ, ସଂଜୟ ପ୍ରଧାନ, ଅମୂଲ୍ୟ ନାୟକ, ମାନସ ମହାନ୍ତି, କୈଳାସ ସାହୁ, ଦାମ ସୁନ୍ଦର ପାଢୀ, ବଳରାମ ରାଉତ, ରାଜେନ୍ଦ୍ର ରାଉତ, ପ୍ରିତୀପଦ୍ମା ସାହୁ, ରାମ ଚନ୍ଦ୍ର ବେହେରା, ନିରଂଜନ ନାୟକ, ଗୋଲକ ମାଝୀ, ପ୍ରଶାନ୍ତ ଦାଶ, ସାରଙ୍ଗ ପ୍ରଧାନ, ଲକ୍ଷ୍ମୀଧର କରଣ ପ୍ରମୁଖଙ୍କ ସମେତ ଶତାଧିକ ନେତା/କର୍ମି, ମହିଳା, ଯୁବ ଛାତ୍ର, କୃଷକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.