Home କେନ୍ଦୁଝର ବଞ୍ଚୋ ଛକରେ ବିଶ୍ୱକର୍ମା ପୂଜା

ବଞ୍ଚୋ ଛକରେ ବିଶ୍ୱକର୍ମା ପୂଜା

30

ହାଟଡିହି, ୧୮/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋଛକ ଠାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ବେଦମନ୍ତ୍ରରେ ପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଆନନ୍ଦପୁର ଉପଖଣ୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ । ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା, ଜିତୁ ଓଝା, ନରେଶ ଓଝା, ସୁକାନ୍ତୀ ଓଝା, ସତ୍ୟସୁନ୍ଦର ଓଝା, ଝାନସୀ ଓଝା, ଅନନ୍ୟା ଓଝା, ପିଙ୍କୁନୁ ଓଝା, କୈଳାଶ ଖୁଣ୍ଟିଆ, ନନ୍ଦ କିଶୋର ବେହେରା, ଅଭିମନ୍ୟୁ ପରିଡା, ଭରତ ଚନ୍ଦ୍ର ବରାଳ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.