Home ଓଡ଼ିଶା ସାବଧାନ୍ ! ବଜାରରେ ବୁଲୁଛି ନକଲି ୨୦୦୦ ଟଙ୍କିଆ ନୋଟ

ସାବଧାନ୍ ! ବଜାରରେ ବୁଲୁଛି ନକଲି ୨୦୦୦ ଟଙ୍କିଆ ନୋଟ

561

ତେଲେଙ୍ଗାନା, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ସାବଧାନ ! ବୁଲୁଛି ୨ ହଜାର ଟଙ୍କିଆ ଜାଲ ନୋଟ୍। ପୁରୁଣା ନୋଟ ବଦଳାଇ ନୂଆ ନୋଟ୍ ନବାକୁ କହୁଛନ୍ତି କିଛି ଲୋକ। ତେବେ ଏଭଳି କରିବାର ଏକମାତ୍ର କଥା ହେଲା ଲୋକଙ୍କୁ ବୋକା ବନାଇ ଜାଲ ନୋଟ୍ ଦେବା। ଏଭଳି ଏକ ଗ୍ୟାଙ୍ଗକୁ ଆଜି ତେଲେଙ୍ଗାନା ପୋଲିସ ଗିରଫ କରିଛି। ଯେଉଁଥିରେ ୫ ଜଣ ସାମିଲ ରହିଛନ୍ତି। ୩୨୦ ବଣ୍ଡଲ ଜାଲ ନୋଟ୍ ଜବତ କରାଯାଇଛି। ଯାହାର ମୂଲ୍ୟ ୬ କୋଟି ୪୦ ଲକ୍ଷ ଟଙ୍କା ବୋଲି ପୋଲିସ କହିଛି। ଖାଲି ତେଲେଙ୍ଗାନା ନୁହେଁ ବରଂ ଆନ୍ଧ୍ର ଓ ତାମିଲନାଡ଼ୁରେ ବି ଏହି ଗ୍ୟାଙ୍ଗ ନିଜର ଯାତ୍ରା ଚଲାଇଛନ୍ତି। ପୂର୍ବରୁ ଓଡ଼ିଶାରେ ବି ଏହି ଢଙ୍ଗରେ ନକଲି ନୋଟ କାରବାର ହେଉଥିବା ଚର୍ଚ୍ଚା ହେଉଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.