Home ଜିଲ୍ଲା ପରିକ୍ରମା ପ୍ରବୀଣ ଶିକ୍ଷାବିତଙ୍କ ବିୟୋଗରେ ଶୋକସଭା

ପ୍ରବୀଣ ଶିକ୍ଷାବିତଙ୍କ ବିୟୋଗରେ ଶୋକସଭା

1

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ଦୁଇ ପ୍ରବୀଣ ଅବସର ପ୍ରାପ୍ତ ଶିକ୍ଷାବିତି ସୁ ସାହିତିକା ଡ଼. ପ୍ରଭାତ ନଳିନୀ ମହାପାତ୍ର ଓ ପ୍ର. ଡ଼ ମାନସ ରଞ୍ଜନ ଲେଙ୍କାଙ୍କ ଅକାଳ ବିୟୋଗରେ ଭଦ୍ରକ ଜିଲ୍ଲପାଳ ଙ୍କ କାଯ୍ୟଳୟ ସମୁଖରେ ସମ୍ଭାବନା ସାହିତ୍ୟ ସଂସଦ, ଓ ସାହିତ୍ୟ ସଂକୃତି ସଂଗଠନ ଆମେ ର ମିଳିତ ସହଯୋଗରେ. ସକାଳ ୮ଘଟିକା ସମୟରେ ପ୍ର. ଡ଼. ଅଟଳବିହାରୀ ନାୟକ ଙ୍କ ସଭାପତିତ୍ୱ ରେ ଏକ ଶୋକସଭା ଓ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ଆତ୍ମାଙ୍କ ଉଦେଶ୍ୟରେ ୨ମିନିଟ ନିରବ ପାର୍ଥନା କରାଯାଇଥିଲା। ଉଭୟ ଅନୁଷ୍ଠାନର ସଦସ୍ୟ ମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ଦୁଇ ଦିବଂଗତ ଶିକ୍ଷା ବିତଙ୍କ ଗୁଣାବଳି ଉପରେ ଆଲୋକପାତ କରିଥିଲେ ସର୍ବଶ୍ରୀ ଡ଼. ରବିନାରାୟଣ ମହାପାତ୍ର, ଅଧିବକ୍ତା ଅମିତା୍ୱାଲା,ଆଚାର୍ଯ୍ୟ ବରିଷ୍ଟ ଅଧିବକ୍ତା ରୋଟାରୀ ମିଡିଟାଉନ ଅତିଶ କୁମାର ବେହେରା, ଜିଲ୍ଲାର ସର୍ବୋଦୟ ମଣ୍ଡଳର ସଭାପତି ଆମରକୁମାର ପାଣିଗ୍ରାହୀ,ବ୍ୟଙ୍ଗ କବି ବିଜୟ ବହଳି, ରୂପକ ରାୟ, କବି ରମେଶ ଦାସ, ରମେଶ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ମିଶ୍ର,ପ୍ରଧାପିକା ଭାନୁମତି ମାଟିଆ,ସରୋଜିନୀ ନାୟକ, ନାଟ୍ୟକାର ଗୌରାଙ୍ଗବାରିକ. କ୍ୟାପଟେନ ଓଁଙ୍କର, ଡ଼. ପୂଜାରାଣୀ ଘୋଷ,ସମାଜସେବୀ ଦିଲୀପ ନାୟକ ଅରୂପାନନ୍ଦ ନାୟକ,ଜୟ ଜଗନ୍ନାଥ ମଲ୍କିକ,ଦେବସ୍ମିତା ମିଶ୍ର, ହେମନ୍ତ ନାୟକ, ଇ ଦିନେଶ ନାୟକ, ସମ୍ଭାବନା ର ସମ୍ପାଦକ ଋତୁରାଜ ଅକ୍ଷୟ ଓ ଆହୁରି ଅନେକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.