Home ଜିଲ୍ଲା ପରିକ୍ରମା ପୁଲିସ କ୍ୱାଟରରୁ ଚୋରି ତଦନ୍ତ ଜାରି ରହିଛି

ପୁଲିସ କ୍ୱାଟରରୁ ଚୋରି ତଦନ୍ତ ଜାରି ରହିଛି

118

ପୁରୀ, ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ କ୍ଲାର୍କ ରୋଡ ରେ ଥିବା ପୁଲିସ କ୍ୱାଟର ରୁ ଚୋରି କାକାଟପୁର ଥାନା ଆଇଆଇସି ସୁଜିତ କୁମାର ଦାଶ ଙ୍କ କ୍ୱାଟର ରୁ ଚୋରି ହୋଇଥିବା ଜଣାପଡିଛି। ଘଟଣା ର ଅନୁସନ୍ଧାନ ପାଇ ସାଇଂଟିଫିକ ଟିମ, ସନ୍ଧାନି କୁକୁର ଯାଂଚ କରୁଛନ୍ତି। କୁମ୍ଭାର ପଡା ପୁଲିସ ମଧ୍ୟ ଘଟଣା ର ଛାନ ଭିନ ଜାରି ରଖିଛନ୍ତି। ଏସଂକ୍ରାନ୍ତ ରେ ଏକ ମାମଲା ରୁଜ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତି ରେ ଏଭଳି ଘଟଣା ଘଟିଥିବା ବେଳେ କଣ ଚୋରି ହୋଇଛି ବର୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାକୁ ନେଇ ସହରରେ ବେଶ୍ ଚର୍ଚ୍ଚା ଯୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.