Home ଓଡ଼ିଶା ପାଣିପାଗ ବିଭାଗର ୩ଟି ଜିଲ୍ଲାକୁ ସତର୍କ ସୁଚନା

ପାଣିପାଗ ବିଭାଗର ୩ଟି ଜିଲ୍ଲାକୁ ସତର୍କ ସୁଚନା

798

ଭୁବନେଶ୍ୱର/୨୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲଘୁଚାପ ବର୍ଷାପରେ ପୁଣି ଆଞ୍ଚଳିକ ପାଣିପାଗ ବିଭାଗ ଓଡିଶାର ୩ଟି ଜିଲ୍ଲାକୁ ସର୍ତକ ସୂଚନା । ୨ ଦିନର ବିରତି ପରେ ଆଜି ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ବ‌ର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି । ଏଥି ପାଇଁ ସକାଳ ୧୦ ପର୍ଯ୍ୟନ୍ତ ସର୍ତକ ରହିବାକୁ ପାଣି ପାଗ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.