Home ଓଡ଼ିଶା ପରିତ୍ୟକ୍ତ କୂଅରୁ ବାରହା ଉଦ୍ଧାର

ପରିତ୍ୟକ୍ତ କୂଅରୁ ବାରହା ଉଦ୍ଧାର

130

ଅନୁଗୁଳ,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଅନୁଗୁଳ ଜିଲ୍ଲା ଜରପଡା ରେଞ୍ଜ ବସନ୍ତପୁରୁ ଗାଁରୁ ଏକ ପରିତ୍ୟକ୍ତ କୂଅରୁ ବାରହାର ମୃତଦେହ ଉଦ୍ଧାର ହୋଇଛି । ବସନ୍ତପୁରୁ ଗାଁର ଅଖ ବିଶ୍ୱାଳଙ୍କ ବାରି ପଛ କୂଅରେ ବାରହାର ମୃତଦେହ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ଅଖ । ଖବରପାଇ ସୋମବାର ବିଳମ୍ବିତ ରାତିରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବାରହାକୁ ଜେସିବି ସାହାଯ୍ୟରେ ଉଦ୍ଧାର କରିଥିଲେ । ଆଜି ବାରହାର ଶବ ବ୍ୟବଚ୍ଛେଦ କରାଯିବା ସହ ଘଟଣାର ତଦନ୍ତ କରାଯିବ ବୋଲି ବନବିଭାଗ କହିଛି । ଅନ୍ୟ ପକ୍ଷରେ ବାରହାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.