ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?

ଶୁଣାଯାଏ, ଥରେ ନରେନ୍ଦ୍ର ମୋଦୀ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଥିଲେ, ଯେ ଏପରି କେମିତି ହେଉଛି ଜଣେ ପ୍ରଶାସନିକ ଅଧିକାରୀ ଏତେ କ୍ଷମତାର ଅଧିକାର ପ୍ରାପ୍ତ କରିଛି? ଭୁବନେଶ୍ୱର: ବିରୋଧୀ ଯେତେ ଚିତ୍କାର କରୁ, କିନ୍ତୁ ଓଡ଼ିଶା ଲୋକ ନବୀନ ପଟ୍ଟନାୟକଙ୍କୁ ହିରୋ କରି ସାରିଛନ୍ତି।ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ଓଡ଼ିଶାର ନଂ- ୧ ନେତା ହୋଇ ସାରିଛନ୍ତି।ତାଙ୍କ ସମକକ୍ଷ ନେତା ଓଡ଼ିଶାରେ ନାଁ କେହି ଥିଲେ ନାଁ, ଏବେ … Continue reading ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?