Home ଓଡ଼ିଶା ନୟାଗଡ଼ ଯଦୁପୁରରୁ ଜଣେ ୫ବର୍ଷର ନାବାଳିକା ନିଖୋଜ

ନୟାଗଡ଼ ଯଦୁପୁରରୁ ଜଣେ ୫ବର୍ଷର ନାବାଳିକା ନିଖୋଜ

134

ନୟାଗଡ଼, ୧୬ା୭ : (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସଦରଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଂଚାୟତ ଯଦୁପୁର ଗ୍ରାମରୁ ଜଣେ ୫ବର୍ଷର ନାବାଳିକା ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ପୂର୍ବାହ୍ନରେ ନବାଳିକା ଦୁଆରେ ଖେଳୁଥଲାବେଳେ ତାକୁ ଘରଲୋକେ ଆଉ ପାଇନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରବାପରେ ଶେଷରେ ନିରାଶ ହୋଇ ନାବାଳିକାର ପିତା ଅଶୋକ ସାହୁ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେହି ସହୃୟ ବ୍ୟକ୍ତି ଝିଅର ସନ୍ଧାନ ପାଇଲେ ଜଣାଇବାକୁ ଝିଅର ବାପା ଆକୁଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.