Home କୋରାପୁଟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

93

କୋରାପୁଟ ୨୩-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାଠାରେ ବିଭିନ୍ନ ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ସ୍ୱାରକୀ କମିଟିର ସଦସ୍ୟ ଭଗବାନ ବାହିନିପତି , ରାଜ କିଶୋର ସାମନ୍ତରାୟ , ଆର.କେ.ଶର୍ମା ,ଅରୁଣ କୁମାର ଦାସଙ୍କ ସହ ରମେଶ ଚନ୍ଦ୍ର ସାହୁ ,ସିମାଞଳ ପଢିହାରୀ ଏ.କେ.ବେହେରା ପ୍ରମୁଖ ମାଉସୀମା ଛକରେ ସ୍ଥାପିତ ନେତାଜୀଙ୍କ ପ୍ରତିମୂର୍ତିରେ ପୂଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।ସେହିପରି କୋରପୁଟ ସାଂସଦ ସପ୍ତଗିରି ଉଲାକା , ପୂର୍ବତନ ବିଧାୟକ ନିମାଁଇ ସରକାର ,ରୂପକ ତୁରୁକ , ଭଗବାନ ବାହିନିପତି ,ମନୋଜ ଆଚାର୍ଯ୍ୟ ,ବାବୁଲା ବେନିଆ , ରମେଶ ଖରା ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରି ଜୟନ୍ତୀ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.