Home ଅପରାଧ ନିଆାଁରେ ଜଳିଗଲେ ୨ ଡ୍ରାଇଭର

ନିଆାଁରେ ଜଳିଗଲେ ୨ ଡ୍ରାଇଭର

601

ସମ୍ବଲପୁର୧୪ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜତୀୟ ରାଜପଥ-୫୫ ସମ୍ବଲପୁର ଯୁଯୁମରା ଥାନା ନିକଟରେ ୨ଟି ଟ୍ରକ ମୁହାଁମୁହିଁ ଦୁର୍ଘଟଣା ଘଟି ବିସ୍ପୋରଣରେ ୨ଜଣ ଡ୍ରାଇଭର ଜିବନ୍ତ ଦଗ୍ଧ ହେବା ଦେଖାଯାଇଛି । ଗ୍ୟାସ୍ ନେଇଯାଉଥିବା ଟ୍ୟାଙ୍କର ସହ ବିଦରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଟ୍ୟାଙ୍କରେ ନିଆଁ ଲାଗି ବିସ୍ପୋରଣ ଘଟିଛି । ଘଟଣାସ୍ଥଳରେ ନିଆଁକୁ ଅଗ୍ନିଶ୍ରମ ବାହିନୀ  ଆୟତ କରିବାରେ ଲାଗିଥିବା ବେଳେ ମୃତକ ୨ଡ୍ରାଇଭରଙ୍କ ପରିଚୟ ମିଳିନଥିବା ଦୁଲିସ ନିକଟରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.