Home ଓଡ଼ିଶା ନକଲି ସିଆଇଡି ଅଫିସର ଅଟକ

ନକଲି ସିଆଇଡି ଅଫିସର ଅଟକ

108

ପାରଳାଖେମୁଣ୍ଡି,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ନକଲି ସିଆଇଡି ଅଫିସରଙ୍କୁ ଅଟକ ରଖିଛି ପାରଳାଖେମୁଣ୍ଡି ପୋଲିସ । ଏଥିରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଏକ କାର ଜବତ କରିଛି । ତେବେ ସେମାନେ ସିଆଇଡିର ମିଛ ନାମ ଫଳକ ଲଗାଇ ବିଭିନ୍ନ କାରନାମା କରୁଥିବା ପୋଲିସକୁ ଖବର ମିଳିବା ପରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହାସହ କାଗଜପତ୍ର ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି । ଏମାନେ ଏତିକି ନା ଆଉ କିଏ ଏଥିରେ ସାମିଲ ଅଛନ୍ତି , ଏନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଦେଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.