Home ଓଡ଼ିଶା ଦୈତ ନଗରୀରେ ଘନ କୁହୁଡ଼ି : ଆସନ୍ତା ୨୯ ଯାଏଁ ରହିବ ଘନ କୁହୁଡ଼ି

ଦୈତ ନଗରୀରେ ଘନ କୁହୁଡ଼ି : ଆସନ୍ତା ୨୯ ଯାଏଁ ରହିବ ଘନ କୁହୁଡ଼ି

652

ଭୁବନେଶ୍ୱର ୨୭-୧୧ (ଓଡ଼ିଆ ପୁଅ) କଟକ ଓ ଭୁବନେଶ୍ୱରରେ ଗତ ଦୁଇ ଦିନ ଧରି କୁହୁଡ଼ି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ। ୨୦ ମିଟର ଦୂରକୁ ଦେଖାଯାଉନି ରାସ୍ତା। ଯାତାୟାତରେ ହେଉଛି କଷ୍ଟକର। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିଯେ, ଆସନ୍ତା ୨୯ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ରହିବ। ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସୋନପୁର ଓ ବୌଦ୍ଧରେ ଘନ କୁହୁଡ଼ି ହେବ। ସହିତ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ‌ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.