Home ଓଡ଼ିଶା ଇସ୍ରୋର ପିଏସ୍‌ଏଲ୍‌ଭି-ସି୪୭ – କାର୍ଟୋସାଟ୍‌-୩ ଏବଂ ଅନ୍ୟ ୧୩ଟି ଆମେରିକୀୟ ସାଟେଲାଇଟ୍‌ ର ସଫଳ ଉତ୍‌କ୍ଷେପଣ

ଇସ୍ରୋର ପିଏସ୍‌ଏଲ୍‌ଭି-ସି୪୭ – କାର୍ଟୋସାଟ୍‌-୩ ଏବଂ ଅନ୍ୟ ୧୩ଟି ଆମେରିକୀୟ ସାଟେଲାଇଟ୍‌ ର ସଫଳ ଉତ୍‌କ୍ଷେପଣ

328

ନୂଆଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) : ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଅବସ୍ଥିତ ସତୀଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ରରୁ କାର୍ଟୋସାଟ୍‌-୩ ସହ ଭାରତର ପୋଲାର୍‌ ଲଞ୍ଚ୍‌ ଭେଇକ୍ଲ୍‌, ପିଏସ୍‌ଏଲ୍‌ଭି-ସି୪୭କୁ ଇସ୍ରୋ ଦ୍ୱାରା ଉତ୍‌କ୍ଷେପଣ କରାଯାଇଛି। କହିଛି। ଆଜି ସକାଳ ୯: ୨୮ ମିନିଟ୍‌ରେ ଉତ୍‌କ୍ଷେପଣ ଆରମ୍ଭ ହେବ ବୋଲି ଇସ୍ରୋ ପୂର୍ବରୁ ସମୟ ନିର୍ଦ୍ଧାରିତ କରିଥିଲା। ସଫଳ ଉତ୍‌କ୍ଷେପଣ ହୋଇଛି।

କାର୍ଟୋସାଟ୍‌-୩ ଏବଂ ୧୩ଟି କ୍ଷୁଦ୍ର ବାଣିଜ୍ୟିକ ସାଟେଲାଇଟ୍‌କୁ ନେଇ ପିଏସ୍‌ଏଲ୍‌ଭି-ସି୪୭ ଉତକ୍ଷେପଣ ହୋଇଛି। ପିଏସ୍‌ଏଲ୍‌ଭି-ସି୪୭ ଯୁକ୍ତରାଷ୍ଟ୍ର ଆମେରିକାର ୧୩ଟି ବ୍ୟାବସାୟିକ ନାନୋସାଟେଲାଇଟ୍‌ ମଧ୍ୟ ସାଥିରେ ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.