Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬୭...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬୭ ମୃତ

29

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୯,୦୨୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୮୬୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୨୮,୫୦୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୦୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୫୭୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୯୬,୭୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୫୨୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୯,୨୪୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୮୬୨%

ଆରୋଗ୍ୟ ହୋଇଛନ୍ତି ୯୮.୩୫୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୪, ୧୦, ୮୬, ୮୫୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୦, ୯୮, ୭୧୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୮ ୧୨୯
ଆନ୍ଧ୍ରପ୍ରଦେଶ ୨୧୪୯ ୨୦୫୬୩୧୮ ୧୩୪ ୧୪୪୪୨
ଅରୁଣାଚଳ ପ୍ରଦେଶ ୩୫ ୫୪୯୬୧ ୨୮୦
ଆସାମ ୨୬୨୫ ୬୦୮୧୨୪ ୧୦୯ ୬୧୦୩
ବିହାର ୩୬ ୭୧୬୫୨୪ ୯୬୬୩
ଚଣ୍ଡିଗଡ଼ ୬୫ ୬୪୫୮୦ ୮୨୦
ଛତିଶଗଡ ୩୧୮ ୯୯୨୯୦୨ ୩୪ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୨୮୭ ୧୪୧୫୫୪୯ ୩୨ ୨୫୦୯୮
୧୦ ଗୋଆ ୨୮୪ ୧୭୫୨୬୦ ୩୦ ୩୩୮୪
୧୧ ଗୁଜୁରାଟ ୨୭୫ ୮୧୭୧୦୮ ୨୭ ୧୦୦୯୨
୧୨ ହରିୟାଣା ୧୬୩ ୭୬୧୪୯୨ ୧୯ ୧୦୦୫୪
୧୩ ହିମାଚଳ ପ୍ରଦେଶ ୮୩୪ ୨୨୨୫୧୩ ୯୧ ୩୮୪୮
୧୪ ଜାମ୍ମୁ କାଶ୍ମୀର ୧୬୨୫ ୩୩୦୭୫୧ ୧୭୨ ୪୪୭୬
୧୫ ଝାଡଖଣ୍ଡ ୯୮ ୩୪୪୦୦୬ ୫୧୪୦
୧୬ କର୍ଣ୍ଣାଟକ ୬୪୪୫ ୨୯୫୧୪୯୨ ୭୪୫ ୩୮୨୧୧
୧୭ କେରଳ ୪୪୩୧୪ ୫୦୫୭୩୬୮ ୫୩୭୦ ୪୦୧୩୨ ୧୭୭
୧୮ ଲଦାଖ ୨୭୬ ୨୧୦୮୮ ୧୨ ୨୧୪
୧୯ ଲକ୍ଷଦୀପ ୨୪ ୧୦୩୧୯ ୫୧
୨୦ ମଧ୍ୟପ୍ରଦେଶ ୧୧୯ ୭୮୨୫୨୩ ୨୭ ୧୦୫୨୮
୨୧ ମହାରାଷ୍ଟ୍ର ୧୧୨୨୬ ୬୪୮୩୪୩୫ ୯୪୨ ୧୪୦୯୯୭ ୩୫
୨୨ ମଣିପୁର ୬୪୯ ୧୨୨୫୭୯ ୪୦ ୧୯୭୭
୨୩ ମେଘାଳୟ ୨୯୪ ୮୨୭୧୩ ୧୪୭୩
୨୪ ମିଜୋରାମ ୩୭୫୧ ୧୩୦୯୨୭ ୪୧୫ ୪୯୭
୨୫ ନାଗାଲାଣ୍ଡ ୧୩୩ ୩୧୨୯୩ ୨୦ ୬୯୬
୨୬ ଓଡ଼ିଶା ୨୧୮୮ ୧୦୩୮୫୦୯ ୨୦୩ ୮୪୧୧
୨୭ ପୁଡୁଚେରୀ ୨୮୪ ୧୨୬୭୬୮ ୪୩ ୧୮୭୨
୨୮ ପଞ୍ଜାବ ୩୨୫ ୫୮୬୩୫୨ ୨୨ ୧୬୬୦୨
୨୯ ରାଜସ୍ଥାନ ୧୯୩ ୯୪୫୬୩୭ ୮୯୫୫
୩୦ ସିକ୍କିମ୍ ୧୨୪ ୩୧୭୧୫ ୪୦୩
୩୧ ତାମିଲନାଡୁ ୮୨୪୪ ୨୬୮୨୧୯୨ ୭୫୮ ୩୬୪୮୧
୩୨ ତେଲେଙ୍ଗାନା ୩୫୯୧ ୬୬୮୪୧୧ ୧୮୪ ୩୯୯୨
୩୩ ତ୍ରିପୁରା ୮୧ ୮୩୯୦୦ ୧୦ ୮୨୪
୩୪ ଉତ୍ତରାଖଣ୍ଡ ୧୪୧ ୩୩୬୭୦୬ ୧୯ ୭୪୦୮
୩୫ ଉତ୍ତରପ୍ରଦେଶ ୮୯ ୧୬୮୭୩୯୯ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୭୩୧ ୧୫୮୮୮୬୬ ୬୯୪ ୧୯୪୮୬ ୧୩
ମୋଟ ୯୯୦୨୩ ୩୪୦୨୮୫୦୬ ୧୦୨୦୭ ୪୬୯୨୪୭ ୨୬୭

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.