Home Coronavirus Outbreak ରାଜ୍ୟରେ ଆଜି ୨୩୭ ନୂଆ କରୋନା ଆକ୍ତାନ୍ତ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

ରାଜ୍ୟରେ ଆଜି ୨୩୭ ନୂଆ କରୋନା ଆକ୍ତାନ୍ତ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

110

ଭୁବନେଶ୍ୱର ୧ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୩୭ ନୂଆ କରୋନା ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୨୩୭
୦-୧୮ ବର୍ଷର : ୩୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୯
– ସ୍ଥାନୀୟ ଅଞ୍ଚଳରୁ୯୮
୧- ବାଲେଶ୍ୱର ଜିଲ୍ଲାରୁ – ୫
୨- ଭଦ୍ରକ ଜିଲ୍ଲାରୁ – ୨
୩- ବଲାଙ୍ଗୀର ଜିଲ୍ଲାରୁ – ୫
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୯
୬- ଢେଙ୍କାନାଳ ଜିଲ୍ଲାରୁ – ୩
୭- ଗଞ୍ଜାମ ଜିଲ୍ଲାରୁ – ୧
୮- ଜଗତସିଂହପୁର ଜିଲ୍ଲାରୁ – ୩
୯- ଯାଜପୁର ଜିଲ୍ଲାରୁ – ୮
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୧୧୩
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୫- ନୟାଗଡ଼ ଜିଲ୍ଲାରୁ – ୨
୧୬- ପୁରୀ ଜିଲ୍ଲାରୁ – ୩
୧୭- ସମ୍ବଲପୁର ଜିଲ୍ଲାରୁ – ୧୩
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬
୧୯- State Pool: ୨୭
– ନୂଆ ସୁସ୍ଥ ହୋଇଥିଲେ୨୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୭୮୯୭୨୪
– ମୋଟ ଆକ୍ରାନ୍ତ ୧୦୪୯୩୪୫
– ମୋଟ ସୁସ୍ଛ ହୋଲେଣି ୧୦୩୮୫୦୯
– ସକ୍ରୀୟ ଆକ୍ରାନ୍ତ – ୨୩୭୦

ଆଜି ରାଜ୍ୟରେ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮,୪୧୩ କୁ ବୃଦ୍ଧି ପାଇଛି।

୧. ଭୁବନେଶ୍ୱରର ୯୮ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨. ଢେଙ୍କାନାଳ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.