Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୨ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୯ ମୃତ

30

ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୮୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୦୩,୬୭୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୩,୮୨,୧୦୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୩୯୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୩୭,୫୯୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୯୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୧,୮୧୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୦%

ଆରୋଗ୍ୟ ହୋଇଛନ୍ତି ୯୮.୦୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୭, ୧୪, ୩୮, ୫୫୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୨୬, ୪୮୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୮, ୮୮, ୪୪, ୬୭୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୮୦, ୧୪୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦ ୭୫୦୧ ୧୨୯
ଆନ୍ଧ୍ରପ୍ରଦେଶ ୬୫୮୮ ୨୦୩୮୨୪୮ ୫୫୭ ୧୪୨୮୬ ୧୦
ଅରୁଣାଚଳ ପ୍ରଦେଶ ୨୦୨ ୫୪୪୭୬ ୨୬ ୨୮୦
ଆସାମ ୩୬୪୬ ୫୯୬୨୬୩ ୩୬୨ ୫୯୩୮
ବିହାର ୪୨ ୭୧୬୩୧୩ ୯୬୬୧
ଚଣ୍ଡିଗଡ଼ ୩୨ ୬୪୪୪୩ ୧୫ ୮୨୦
ଛତିଶଗଡ ୨୦୩ ୯୯୧୮୪୧ ୨୦ ୧୩୫୭୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୮
ଦିଲ୍ଲୀ ୩୩୭ ୧୪୧୩୮୮୫ ୨୯ ୨୫୦୮୯
୧୦ ଗୋଆ ୬୭୯ ୧୭୩୩୪୨ ୩୯ ୩୩୩୫
୧୧ ଗୁଜୁରାଟ ୨୧୫ ୮୧୫୯୪୩ ୧୪ ୧୦୦୮୬
୧୨ ହରିୟାଣା ୧୦୫ ୭୬୦୮୮୧ ୧୦୦୪୯ ୧୭୪
୧୩ ହିମାଚଳ ପ୍ରଦେଶ ୧୩୮୭ ୨୧୬୦୧୧ ୧୭୩ ୩୭୧୫
୧୪ ଜାମ୍ମୁ କାଶ୍ମୀର ୯୩୫ ୩୨୫୪୭୩ ୧୦୪ ୪୪୨୬
୧୫ ଝାଡଖଣ୍ଡ ୧୩୦ ୩୪୩୧୪୧ ୫୧୩୫
୧୬ କର୍ଣ୍ଣାଟକ ୯୬୦୭ ୨୯୩୪୮୭୦ ୩୪୭ ୩୭୯୨୨
୧୭ କେରଳ ୯୬୪୨୧ ୪୭୦୬୮୫୬ ୧୦୯୫୨ ୨୬୬୬୭ ୯୬
୧୮ ଲଦାଖ ୪୪ ୨୦୬୧୫ ୨୦୮
୧୯ ଲକ୍ଷଦୀପ ୧୦୩୧୨ ୫୧
୨୦ ମଧ୍ୟପ୍ରଦେଶ ୧୧୧ ୭୮୨୦୩୫ ୧୧ ୧୦୫୨୩
୨୧ ମହାରାଷ୍ଟ୍ର ୩୩୧୫୭ ୬୪୧୩୪୧୮ ୨୩୪୩ ୧୩୯୭୦୫ ୩୫
୨୨ ମଣିପୁର ୧୪୪୪ ୧୧୯୦୯୯ ୮୪ ୧୮୮୯
୨୩ ମେଘାଳୟ ୮୯୨ ୮୦୪୧୧ ୧୧୫ ୧୪୩୧
୨୪ ମିଜୋରାମ ୧୩୬୦୧ ୯୬୭୪୪ ୧୩୩୨ ୩୭୪
୨୫ ନାଗାଲାଣ୍ଡ ୨୩୦ ୩୦୬୧୩ ୧୭ ୬୭୩
୨୬ ଓଡ଼ିଶା ୪୮୯୦ ୧୦୨୦୬୪୫ ୪୭୭ ୮୨୭୪
୨୭ ପୁଡୁଚେରୀ ୬୪୭ ୧୨୪୭୬୩ ୫୩ ୧୮୪୯
୨୮ ପଞ୍ଜାବ ୨୩୪ ୫୮୫୧୯୯ ୧୬ ୧୬୫୩୮
୨୯ ରାଜସ୍ଥାନ ୪୨ ୯୪୫୩୮୬ ୮୯୫୪
୩୦ ସିକ୍କିମ୍ ୨୨୪ ୩୧୧୦୮ ୩୯୦
୩୧ ତାମିଲନାଡୁ ୧୫୪୫୧ ୨୬୩୨୦୯୨ ୧୪୩୮ ୩୫୮୫୩ ୨୦
୩୨ ତେଲେଙ୍ଗାନା ୪୧୭୧ ୬୬୦୫୧୨ ୨୦୭ ୩୯୩୫
୩୩ ତ୍ରିପୁରା ୧୧୦ ୮୩୩୬୯ ୧୨ ୮୧୬
୩୪ ଉତ୍ତରାଖଣ୍ଡ ୧୭୫ ୩୩୬୧୫୭ ୭୩୯୭
୩୫ ଉତ୍ତରପ୍ରଦେଶ ୧୩୫ ୧୬୮୬୯୭୬ ୧୬ ୨୨୮୯୭
୩୬ ପଶ୍ଚିମବଙ୍ଗ ୭୫୭୬ ୧୫୫୨୪୯୧ ୬୦୧ ୧୮୯୪୫ ୧୦
ମୋଟ ୨୦୩୬୭୮ ୩୩୩୮୨୧୦୦ ୧୯୩୯୧ ୪୫୧୮୧୪ ୩୭୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.