Home Top News ରାଜ୍ୟରେ ଆଜି ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ : ୫ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ : ୫ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

68

ଭୁବନେଶ୍ୱର ୧୫ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି : ୫ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ନୂଆ ଆକ୍ରାନ୍ତ: ୪୬୭
୦-୧୮ ବର୍ଷର : ୬୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୧
– ସ୍ଥାନୀୟ ଅଞ୍ଚଳରୁ୧୯୬
୧- ଅନୁଗୁଳ ଜିଲ୍ଲାରୁ – ୫
୨- ବାଲେଶ୍ୱର ଜିଲ୍ଲାରୁ – ୫
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୩
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୬୭
୭- ଦେବଗଡ଼ ଜିଲ୍ଲାରୁ – ୧
୮- ଢେଙ୍କାନାଳ ଜିଲ୍ଲାରୁ – ୬
୯- ଗଞ୍ଜାମ ଜିଲ୍ଲାରୁ – ୧୦
୧୦- ଜଗତସିଂହପୁର ଜିଲ୍ଲାରୁ – ୭
୧୧- ଯାଜପୁର ଜିଲ୍ଲାରୁ – ୯
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୩- କଳାହାଣ୍ଡି ଜିଲ୍ଲାରୁ – ୧
୧୪- କନ୍ଧମାଳ ଜିଲ୍ଲାରୁ – ୧
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୭
୧୬- କେନ୍ଦୁଝର ଜିଲ୍ଲାରୁ – ୨
୧୭- ଖୋର୍ଦ୍ଧାରୁ : ୨୨୧
୧୮- କୋରାପୁଟ ଜିଲ୍ଲାରୁ – ୩
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୯
୨୦- ନବରଙ୍ଗପୁର ଜିଲ୍ଲାରେ: ୫
୨୧- ନୟାଗଡ଼ ଜିଲ୍ଲାରୁ – ୩
୨୨- ପୁରୀ ଜିଲ୍ଲାରୁ – ୧୬
୨୩- ରାୟଗଡ଼ା ଜିଲ୍ଲାରୁ – ୩
୨୪- ସମ୍ବଲପୁର ଜିଲ୍ଲାରୁ – ୪
୨୫- ସୋନପୁର ଜିଲ୍ଲାରୁ – ୨
୨୬- ସୁନ୍ଦରଗଡ଼ ଜିଲ୍ଲାରୁ – ୮
୨୭- State Pool: ୫୨
– ନୂଆ ସୁସ୍ଥ ହୋଇଥିଲେ୪୭୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୯୫୨୩୩୩
– ମୋଟ ଆକ୍ରାନ୍ତ ୧୦୩୪୨୭୬
– ମୋଟ ସୁସ୍ଛ ହୋଲେଣି ୧୦୨୦୬୪୫
– ସକ୍ରୀୟ ଆକ୍ରାନ୍ତ – ୫୨୯୯

ରାଜ୍ୟରେ ଆଜି କରୋନା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୨୭୯ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁଠାରୁ କେତେ ?

୧. ଭୁବନେଶ୍ୱରର ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ଭୁବନେଶ୍ୱରର ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ନବରଙ୍ଗପୁର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୪. ନବରଙ୍ଗପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୫. ନବରଙ୍ଗପୁର ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.