Home ଓଡ଼ିଶା ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପର ଝଟକା ଓଡ଼ିଶାଜାତୀୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପର ଝଟକା By Bureau - December 20, 2019 765 0 0 0 0ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ଦିଲ୍ଲୀ ସମେତ ଏନସିଆରରେ ଶୁକ୍ରବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ମପାଯାଇଥିଲା। ହିନ୍ଦୁକୁଶ କ୍ଷେତ୍ରରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନରେ ଥିଲା। ସୁରକ୍ଷା ପାଇଁ ଲୋକମାନେ ଘରୁ ବାହରକୁ ବାହାରିଥିଲେ। Tweet 0 0 0 0