Home ଅପରାଧ  ଟ୍ରକକୁ ଧକ୍କା ମାରିଲା ବୋଲର;୨ମୃତ ୭ ଆହତ

 ଟ୍ରକକୁ ଧକ୍କା ମାରିଲା ବୋଲର;୨ମୃତ ୭ ଆହତ

119

ବଲାଙ୍ଗୀର୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ )ବଲାଙ୍ଗିର ଜିଲ୍ଲାର ସୋନପୁର ରାସ୍ତା ବଇରାସର ନିକଟରେ ଏକ ବୋଲର ରାସ୍ତାରେ ଯାଉଥିବା ଏକ ଟ୍ରକ୍ କୁ ପଛପଟୁ ଧକ୍କା ମାରିବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଥିବା ଖବର ମିଳିଛି ।

ଗୁରୁତର ୭ ଜଣଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତବରଣ ଓ ଆହତ ହୋଇଥିବା ସମସ୍ତେ ପାଟଣାଗଡ଼ ଭୁମେର ଅଞ୍ଚଳର ବୋଲି  ପୁଲିସ ନିକଟରୁ ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.