Home ଅପରାଧ ଦିଲ୍ଲୀ ଗୁଡ୍‌ଗାଓଁରୁ ନାବାଳିକା ଉଦ୍ଧାର;ମହିଳା ଦଲାଲ ଗିରଫ

ଦିଲ୍ଲୀ ଗୁଡ୍‌ଗାଓଁରୁ ନାବାଳିକା ଉଦ୍ଧାର;ମହିଳା ଦଲାଲ ଗିରଫ

153

ରାଉରକେଲା୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଉରକେଲା ପୁଲିସ ଜଣେ ନାବାଳିକାକୁ ଦିଲ୍ଲୀ ଗୁଡ୍‌ଗାଓଁରୁ ଉଦ୍ଧାର କରିବା ଜଣାପଡିଛି । ଜଣେ ମହିଳା ଦଲାଲ ନାବାଳିକାକୁ କାମ ଯୋଗାଇ ଦେବା ବାହାନାରେ ପୁଲାଟିକୁ ଅପହରଣ କରି ବିକ୍ରି କରିଦେଇଥିଲା ।

 

ଉକ୍ତ ଘଟଣା ଜଣାପଡିବା ପରେ ରାଉରକେଲା ପୁଲିସ ମହିଳା ଦଲାଲକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.