Home ଓଡ଼ିଶା ଜିଲ୍ଲାପାଳଙ୍କ ଯୋଡା ପୌରପାଳିକା ଗସ୍ତ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ର ମାସ୍କଟ ଉନ୍ନୋଚନ

ଜିଲ୍ଲାପାଳଙ୍କ ଯୋଡା ପୌରପାଳିକା ଗସ୍ତ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ର ମାସ୍କଟ ଉନ୍ନୋଚନ

44

ଯୋଡା, ୧୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲାପାଳ ଆଶିଶ କୁମାର ଠାକରେ ଗୁରୁବାର ଅପରାହ୍ନରେ ଯୋଡା ପୌରପାଳିକା ଗସ୍ତ କରି ଯୋଡାରେ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ, ନୂତନ ପାର୍କ ନିର୍ମାଣ, ବିଭିନ୍ନ ପୋଖରୀର ପୁନଃଉଦ୍ଧାର, ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ଉଦ୍ଧିଷ୍ଟ ନୂତନ ପରିଚୟ ଗୃହ ଗୁଡିକ କାର୍ଯ୍ୟର ତଦାରଖ କରିଥିବା ଜଣାପଡିଛି । ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ଏକ ମାସ୍କଟ ଯୋଡା ପୌରପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ନୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ମିଶ୍ର, ସ୍ୱଚ୍ଛ ସାଥି ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.