Home ଓଡ଼ିଶା ଭାରି ପଡ଼ିଲା ନାଥୁରାମ ଗୋଡସେଙ୍କୁ ଦେଶ ଭକ୍ତ କହିବା : ପ୍ରଜ୍ଞା ସିଂହ ଠାକୁରଙ୍କୁ ରକ୍ଷା...

ଭାରି ପଡ଼ିଲା ନାଥୁରାମ ଗୋଡସେଙ୍କୁ ଦେଶ ଭକ୍ତ କହିବା : ପ୍ରଜ୍ଞା ସିଂହ ଠାକୁରଙ୍କୁ ରକ୍ଷା ମାମଲାର ସଂସଦୀୟ କମିଟିରୁ ହଟାଗଲା

712

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ପ୍ରଜ୍ଞା ସିଂହ ଠାକୁରଙ୍କୁ ରକ୍ଷା ମାମଲାର ସଂସଦୀୟ କମିଟିରୁ ହଟାଗଲା। କାଲି ସଂସଦରେ ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ କହିଥିବାରୁ ତାଙ୍କର ବିରୁଦ୍ଧରେ ଏହିପରି ପଦକ୍ଷେପ ଉଠାଯାଇଛି।

ଲୋକସଭାରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ଦ୍ଵାରା ନାଥୁରାମ ଗୋଡସେଙ୍କୁ ‘ଦେଶଭକ୍ତ’ କହିବା ସଂଦର୍ଭରେ ଏଏନଆଇ କୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପୀ ନଡ୍ଡା କହିଛନ୍ତିଯେ, ସଂସଦରେ ଗତକାଲି ତାଙ୍କର ବୟାନ ନିନ୍ଦନୀୟ ଅଟେ। ବିଜେପି କେବେହେଲେ ମଧ୍ୟ ଏପରି ବୟାନ କିମ୍ବା ବିଚାରଧାରାର ସମର୍ଥନ କରେନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.