Home କେନ୍ଦୁଝର ଘସିପୁରା ବ୍ଲକ କଂଗ୍ରେସ କମିଟି ଗଠିତ

ଘସିପୁରା ବ୍ଲକ କଂଗ୍ରେସ କମିଟି ଗଠିତ

55

ହାଟଡିହି, ୨୯ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଘସିପୁରା ବ୍ଲକ କଂଗ୍ରେସର ପ୍ରମୁଖ କର୍ମକର୍ତ୍ତା ଚୟନ କରାଯାଇ ନୁତନ କମିଟି ଗଠନ କରାଯାଇଛି । ଏଥିରେ ଉପସଭାପତି ଭାବେ ସୁବ୍ରତ କୁଅଁର, ରଶ୍ମୀରଞ୍ଜନ ଦାସ, ମଧୁ ସାହୁ, କୋଷାଧ୍ୟକ୍ଷ ଭାବେ ମାଧବାନନ୍ଦ ସାହୁ, ସାଧାରଣ ସମ୍ପାଦକ ଭାବେ ଦିଲ୍ଲିପ ରାଉତ, ପ୍ରକାଶ କୁମାର ବଳ, ସନାତନ ମାଝୀ, ସମ୍ପାଦକ ଭାବେ ଦୀନବନ୍ଧୁ ଭୂୟାଁ, ବିପିନି ମାଝୀ, ପ୍ରଦୀପ ମହାନ୍ତି, କାର‌୍ୟ୍ୟକାରୀ ସଦସ୍ୟ ଭାବେ ସୁମନ୍ତ ତ୍ରିପାଠୀ, ଦୈତାରୀ ମହାକୁଡ, ଚିତ୍ତରଞ୍ଜନ ପତି, ବିଣାପାଣି ଜେନା, ନାରାୟଣ ରାଉତ, ଅଶୋକ କୁମାର ଜେନା, ଗଣେଶ୍ୱର ସୋରେନ, କୁଳମଣି ବାରିକ, ପ୍ରଭାତ କୁମାର ଜେନା, ମଞ୍ଜୁଲତା ଜେନା, ନଗେନ କୁମାର ରାଉତ, ପ୍ରଫୁଲ କୁମାର ରାଉତ, ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଚତୁର୍ଭୁଜ ନାୟକ, ସନ୍ତୋଷ କୁମାର ଚକ୍ର, ରତିକାନ୍ତ ବରାଳ, ପ୍ରଶାନ୍ତ କୁମାର ପାଳ, ନିରାକାର ଜେନା, ବାବାଜି ଚରଣ ଧିର, ତ୍ରୀଲୋଚନ ପରିଡା, କଳାକାର ନାୟକ, ସୁରେଶ କୁମାର ପରିଡା, ପ୍ରଭାତି କୁଅଁର, ଅଭିମନ୍ୟୁ ନାଥ, ମନୋରଞ୍ଜନ ସ୍ୱାଇଁ, ନିରଞ୍ଜନ ଜେନା, ସଦାଶିବ ନାୟକ, ବିନୋଦ ବେହେରା, ଦିଲ୍ଲିପ କୁମାର ଜେନା, ପ୍ରତାପ ଚନ୍ଦ୍ର ପୁହାଣ, ଭାଗିରଥି ଜେନା ପ୍ରମୁଖ ମନୋନୀତ ହୋଇଥିବା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.