Home ଜିଲ୍ଲା ପରିକ୍ରମା ଖୋଳା ନାଳରେ ଭାସୁଛି ଶବ

ଖୋଳା ନାଳରେ ଭାସୁଛି ଶବ

0

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପଂଚାୟତ ଜଳହରୀ ଶାସନ ଖୋଳାନାଳରେ ଶବ ଭାସୁଥିବା ଜଣାଯାଇଛି । ଗାଇଗୁଆଳୀ ପିଲାମାନେ ଶୁକ୍ରବାର ଶବ ଭାସୁଥିବା ଦେଖି ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ । ଏ ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଛି । ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଶବ ଉଦ୍ଧାର କରି ଭଦ୍ରକକୁ ବ୍ୟବଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.