Home ଓଡ଼ିଶା ଖୋଲିଲା ଦୁଇଟି ଗେଟ

ଖୋଲିଲା ଦୁଇଟି ଗେଟ

220

ସମ୍ବଲପୁର,୨୨/୧୦,(ଓଡ଼ିଆ ପୁଅ ପି ନାଏକ): ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ତାରର ୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଜଳଭଣ୍ତାରର ଜଳସ୍ତର ହ୍ରାସ ପାଇଥିବାରୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ହେଲେ ଜଳସ୍ତର ବୃଦ୍ଧି ପାଇଥିବାରୁ ଗତକାଲି ସନ୍ଧ୍ୟାରେ ଗୋଟିଏ ଗେଟ୍ ଓ ଆଜି ସକାଳେ ଗୋଟିଏ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ସଜଳସ୍ତର ୬୩୦ ଘନଫୁଟ ରହିଥିବା ବେଳେ ସେସେକେଣ୍ତ ପ୍ରତି ୩୧ ହଜାର ୦୪୯ କ୍ୟୁସେକ ଜଳ ପ୍ରଵେଶ କରୁଛି । ମୋଟ ୨ ଟି ଗେଟ ଦେଇ ସେକେଣ୍ତ ପ୍ରତି ୩୧ ହଜାରରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.