Home ଜିଲ୍ଲା ପରିକ୍ରମା କ୍ରିଦାଶପୁର ପଞ୍ଚାୟତରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ  ସ୍ବାସ୍ଥ୍ୟ ମେଳା 

କ୍ରିଦାଶପୁର ପଞ୍ଚାୟତରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ  ସ୍ବାସ୍ଥ୍ୟ ମେଳା 

30
ନୟାଗଡ଼,୨୧/୧୧ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା  ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଞ୍ଜୁବାଳା ବିଶ୍ବାଳ ଏହି ମେଳାକୁ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଡ଼ାକ୍ତର ରାଜେଶ କୁମାର ମିଶ୍ର ଓ ଡାକ୍ତର ଶୁପ୍ରାସ ରଞ୍ଜନ ଷଡ଼ଙ୍ଗୀ ୨ଶହ ୨୦ ଜଣ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ  ଔଷଧ ବଣ୍ଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଲ୍ ଏଚ୍ ବି ଜୟନ୍ତୀ ପ୍ରିୟା ଜେନା,ସୁପରଭାଇଜର ଭରତ ବେହେରା,ସିଏଚ୍ଓ ଜ୍ୟୋତିର୍ମୟୀ ଜେନା, ଅନୂପମା ନାୟକ, ଆଶୁତୋଷ ମାନସିଂହ, ଇପ୍ସିତା ସାହୁ, ସବିତା ଭୋଇ,ସ୍ବାସ୍ଥ୍ୟ କର୍ମୀ ରାଜୀବ ଲୋଚନ ସାହୁ,ଏଏନ୍ଏମ୍ ସନ୍ତୋଷିନୀ ଶତପଥୀ , ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ଓ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଯୋଗ ଓ ଫିଜିଓଥେରାପି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.