Home କୋରାପୁଟ କୋରାପୁଟ ଓ ଜୟପୁର ସହରାଂଚଳରେ ୫ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଓ ଜୟପୁର ସହରାଂଚଳରେ ୫ କରୋନା ପଜିଟିଭ ଚିହ୍ନଟ

45

କୋରାପୁଟ ୩୧-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁର ସହରାଂଚଳରୁ ବୁଧବାର ଦିନ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା  ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା  ଦିଆଯାଇଛି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୪ଜଣ ଜୟପୁର ପୌରାଂଚଳର ଥିବାବେଳେ ଜଣେ  କୋରାପୁଟ  ପୈାରାଂଚଳର ବୋଲି ଜଣାପଡିଛି । ଜୟପୁର ପୌରାଂଚଳରୁ ଚିହ୍ନଟ ୪ଜଣଙ୍କ ମଧ୍ୟରୁ ୨ଜଣ ବିକ୍ରମଦେବ ମହାବିଦ୍ୟାଳୟ ନିକଟ ଅଂଚଳରୁ  ଓ ଅନ୍ୟ ୨ଜଣ ପାରାବେଡା ଅଂଚଳର ହୋଇଥିବାବେଳେ କୋରାପୁଟରୁ ଚିହ୍ନଟ କରୋନା ଆକ୍ରାନ୍ତ ଜଣକ ଏଲଆଇସି କଲୋନୀର ବୋଲି ସୂଚନା  ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.