Home କେନ୍ଦୁଝର କେନ୍ଦୁଝର ସଦର ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ

କେନ୍ଦୁଝର ସଦର ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ

176

କେନ୍ଦୁଝର,ତା ୫ ଅକ୍ଟୋବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ଥାନାରେ ଶ୍ରୀଯୁକ୍ତ ଜୟନାରାୟଣ ଖଣ୍ଡେଇ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । ସେ ଅପରାଧିକ କାର୍ଯ୍ୟକଳାପକୁ ଆଇନ୍ ଅନୁସାରେ ଦୃଢ଼ ହସ୍ତରେ ଦମନ କରିବାକୁ ଦୃଢ ନିଷ୍ପତି ନେଇଛନ୍ତି । କେନ୍ଦୁଝର ଅଞ୍ଚଳରେ ଜୁଆ ମଦ ଅସାଧାରଣ କାର୍ଯ୍ୟକଳାପକୁ ଦମନ କରିବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.