Home ଓଡ଼ିଶା କାଳିଆ ଟଙ୍କା ଫେରାଇବେ ହିତାଧିକାରୀ

କାଳିଆ ଟଙ୍କା ଫେରାଇବେ ହିତାଧିକାରୀ

2736

ଭୁବନେଶ୍ୱର,୬/୦୮(ଓଡିଆ ପୁଅ /ପଙ୍କଜି ନାୟକ): ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରିବ । ଖୁବଶୀଘ୍ର ଅଯୋଗ୍ୟ ଅଧିକାରୀଙ୍କ ତାଲିକା ନେଇ ପଞ୍ଚାୟତସ୍ତରରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ଏନେଇ ପଞ୍ଚାୟତସ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ସହ ଟଙ୍କା ଫେରାଇବା ପାଇଁ ଆବେଦନ କରିପାରିବେ ଅଯୋଗ୍ୟ ହିତାଧିକାରୀ । ୬ରୁ ୧୪ ଅଗଷ୍ଟ ମଧ୍ୟରେ ଅଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ । ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇଛି । ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.