Home ଅପରାଧ କଲେଜ୍ ରେ ଖେଳନା ବନ୍ଧୁକ ଦେଖାଇ ପ୍ରେମ ନିବେଦନ 

କଲେଜ୍ ରେ ଖେଳନା ବନ୍ଧୁକ ଦେଖାଇ ପ୍ରେମ ନିବେଦନ 

359

ସମ୍ବଲପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସମ୍ବଲପୁର ଜିଏମ କଲେଜ୍ ପରିସରରେ ଆଜି ଜଣେ ଯୁବକ ଜଲେଜର ଜଣେ ଛାତ୍ରୀଙ୍କୁ ପ୍ରେମକରିବାକୁ ବାଧ୍ୟକରି କଲେଜ ପରିସରରେ ପ୍ରବଳ ମାଡ ଖାଇବା ଦେଖିବାକୁ ମିଳିଛି । ଏସଂପର୍କରେ ଛାତ୍ରୀଙ୍କ ପକ୍ଷରୁ ପୁଲିସ ନିକଟରେ କୈାଣସି ମାମଲା କରାଯାଇନଥିବା ବେଳେ ବନ୍ଧୁକ ଦେଖାଇ ପ୍ରେମନିବେଦନ କରିଥିବା ଯୁକକଙ୍କୁ ଥାନାରେ ଜିମା ଦିଆଯାଇଛି । ଉକ୍ତ ଯୁବକଙ୍କ ଘର କେନ୍ଦ୍ରାପଡା ଅଞ୍ଚର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.