Home ଅପରାଧ ରାସ୍ତା ଦୁର୍ଘଟଣା ୨ଜଣ ବାଇକ୍ ଆରୋହୀ  ମୃତ୍ୟୁ

ରାସ୍ତା ଦୁର୍ଘଟଣା ୨ଜଣ ବାଇକ୍ ଆରୋହୀ  ମୃତ୍ୟୁ

746

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାରାଦିପ୍‌-ଦୈତାରୀ ଜାତୀୟ ରାଜପଥ ଯାଜପୁର ଜିଲ୍ଲା ଜେନାପୁର ଥାନା ବାଘୁଆ ଛକ ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଦୁଇଜଣ ମଟର-ସାଇଲେ ଆରୋହୀ ମୃତ ବରଣ କରିଥିବା ଜଣାପଡିଛି । ମୃତକ ମାନେ ଜଣେ କବାଟବନ୍ଧ ଅଞ୍ଚଳର ଟିକିନା ବେହେରା ବୋଲି ଚିହ୍ନଟ ହୋଇଥଇବା ବେଳେ ଅନ୍ୟ ଜଣଙ୍କ ଘର ସୁକିନ୍ଦା ଅଞ୍ଚଳର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.