Home ଜଗତସିଂହପୁର କଟରା ଗ୍ରାମପଂଚାୟତ ବି.ଜେ.ଡି.ର ବୈଠକ

କଟରା ଗ୍ରାମପଂଚାୟତ ବି.ଜେ.ଡି.ର ବୈଠକ

58

ତିର୍ତ୍ତୋଲ ୨୯ ଅଗଷ୍ଟ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ଗ୍ରାମପଂଚାୟତର ବିଜୁ ଜନତା ଦଳର ବୈଠକ ସରପଂଚ ସିତିକଣ୍ଠ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ମନୋଜ ମହାନ୍ତି ଯୋଗଦେଇ ସୁପରାମର୍ଶ ପ୍ରଦାନ କରିଥିଲେ। ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ବାଇଧର ବଳ, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମଲ୍ଲ, ମହିଳା ସଭାପତି ସୁଶ୍ରୀ ମଂଜରୀ ମଲ୍ଲିକ, ଦଳିତ ସଭାପତି ପବିତ୍ର ସେଠୀ, ଯୁବ ସଭାପତି କାର୍ତ୍ତିକ ସେଠୀ, ଛାତ୍ର ସଭାପତି ସୋମ ପ୍ରସାଦ ରାଉତ, କୃଷକ ସଭାପତି ବନବିହାରୀ ଅଚାର୍ଯ୍ୟ, ମିଡିଆ ସେଲ୍ ପ୍ରୀତି ରଂଜନ ସ୍ୱାଇଁ, ଜିଲ୍ଲା ସଭ୍ୟ ଅମୀୟ ରଂଜନ ବଳ, କାର୍ଯ୍ୟକାରୀ ସଭ୍ୟ ଯଶୋବନ୍ତ ରାଉତ, ପଦ୍ମନାଭ ରାଉତ, ବିପିନ ବିହାରୀ ନାୟକ, ସିତିକଣ୍ଠ ସ୍ୱାଇଁ, ବୈକୁଣ୍ଠ ଜେନା, ଗଗନ ରାଏ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.