Home ଓଡ଼ିଶା   କଚେରୀ ଗ୍ରାମରେ ଶହୀଦ ଜବାନଙ୍କ ହେଲା ଅନ୍ତିମ ସଂସ୍କାର

  କଚେରୀ ଗ୍ରାମରେ ଶହୀଦ ଜବାନଙ୍କ ହେଲା ଅନ୍ତିମ ସଂସ୍କାର

144

ଭୁବନେଶ୍ୱର/ଯାଜପୁର୧୦।।୧୦(ଓଡିଆ ପୁଅ)ଆସାମ ରାଇଫଲର ୮ମ ବାଟାଲିୟନ ଜବାନ ପ୍ରବୀର ନାୟକ ଚୀନ ସୀମାର ମିଜୋରାମ ସରଚିପ ଜିଲ୍ଲାରେ ପ୍ରହରା ଦେଉଥିବା ବେଳେ ଅତ୍ୟଧିକ ଥଣ୍ଡା ହେବାରୁ ଶ୍ରୀନାୟକଙ୍କ ହୃଦ କ୍ରିୟା ବନ୍ଦ ହେବାରୁ କାର୍ଯ୍ୟରତ ଅବସ୍ତାରେ ଜବାନ ଟଳିପଡି ମୃତବରଣ କରିଥିବା ଆସାମ ରାଇଫଲ କାର୍ଯ୍ୟାଳୟ ସୁତ୍ରରୁ ସୁଚନା ମିଳିଛି । ପ୍ରବୀର ନାୟକ ଓଡିଶାର ଯାଜପୁର ଜିଲ୍ଲା କେଚେରୀ ଗାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମରଶରୀରକୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଜନ୍ମମାଟି ଯାଜପୁର କଚେରୀ ଗ୍ରାମକୁ ଅଣାଯାଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.