Home ଅପରାଧ ଉଦ୍ଧାର ଯୁବତୀ ଦୁଷ୍କର୍ମ ହୋଇଥିବା ଅଭିଯୋଗ

ଉଦ୍ଧାର ଯୁବତୀ ଦୁଷ୍କର୍ମ ହୋଇଥିବା ଅଭିଯୋଗ

764

ଭୁବନେଶ୍ୱର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପକ୍ଷରୁ ଜଣେ ଦୁଷ୍କର୍ମ ପିଡିତାକୁ ରାତୀୟ ରାଜପଥରୁ ଉଧାର କରି ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏକ ଗାଡିରେ ଦୁଇଜଣ ଦୁର୍ବୁତ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଯୁବତି ଙ୍କ ସହି ଯୋର ଜବରଦସ୍ତି ଦୁଷ୍କର୍ମ କରିବା ପରେ ରାସ୍ତାରେ ଯୁବତୀଙ୍କୁ ଫିଙ୍ଗି ଦେଇ ପଳାଇଥିବା ଯୁବତୀ ଜଣକ ଆନାରେ ଲିଖିତ ଅଭିଯୋକ କରିଥିବା ପୁଲିସ ନିକଟରୁ ସୂଚନା ମିଳିଛି। ଦୁଷ୍କର୍ମ କରିଥିବା ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଚିକିତ୍ସିତ ହେଉଥିବା ଯୁବତୀଙ୍କ ଖୋର୍ଦ୍ଧା ଏସ.ପି ସାକ୍ଷାତ କରି ସ୍ୱସ୍ଥାବସ୍ଥା ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଯାରି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଖୋଜି ବାହାର କରାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.