Home ଓଡ଼ିଶା ସରିୟା ମୁତାବିକ ବାବ୍ରି ଏକ ମସ୍ଜିଦ୍; କିନ୍ତୁ ମାନିବୁ ସୁପ୍ରିମକୋର୍ଟ ରାୟ: ମଦନୀ

ସରିୟା ମୁତାବିକ ବାବ୍ରି ଏକ ମସ୍ଜିଦ୍; କିନ୍ତୁ ମାନିବୁ ସୁପ୍ରିମକୋର୍ଟ ରାୟ: ମଦନୀ

705

ନୂଆଦିଲ୍ଲୀ: ଜମିୟତ ଉଲେମା-ଏ-ହିନ୍ଦ୍ ପ୍ରମୁଖ ମୌଲାନା ଅରଶଦ ମଦନୀ କହିଛନ୍ତି, ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଚାହେଁ ଯାହାର ବି ପକ୍ଷରେ ଆସୁ, ବାବ୍ରି ଏକ ମସ୍ଜିଦ ସରିୟା ମୁତାବିକ ଏକ ମସଜିଦ ଏବଂ କୟାମତ ଯାଏଁ ମସଜିଦ ରହିବ।ତଥ୍ୟ ଆଧାରରେ ତାହା ଏକ ମସ୍ଜିଦ୍।କିନ୍ତୁ, ଆମ ମନରେ ସୁପ୍ରିମକୋର୍ଟ ପ୍ରତି ବହୁତ ସମ୍ମାନ ରହିଛି।ସୁପ୍ରିମକୋର୍ଟ ଯାହା ରାୟ ଦେବ ତାହା ଆମେ ମାନିବୁ ବୋଲି କହିଛନ୍ତି ମୌଲାନା ଅରଶଦ ମଦନୀ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.