Home ଓଡ଼ିଶା ଆସନ୍ତା ୨ ଦିନ ମଧ୍ୟରେ ହୋଇପାରେ ବର୍ଷା

ଆସନ୍ତା ୨ ଦିନ ମଧ୍ୟରେ ହୋଇପାରେ ବର୍ଷା

232

ଭୁବନେଶ୍ଵର,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ରାଜ୍ୟରେ ପାର୍ବଣର ଋତୁ ଚାଲିଛି । ଏଥିପାଇଁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମନ୍ତେ ଉତ୍ସାହର ସହ ମନାଉଛନ୍ତି ମା ଜଗତଜନନୀଙ୍କ ପୂଜା । ଆଉ ବେଶ ଉପଭୋଗ ମଧ୍ୟ କରୁଛନ୍ତି । ହେଲେ ଅନ୍ୟପଟେ  ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାକୁ ଦେଖି ପୂଜା ମଉଜ ଫିକା ପଡ଼ିବା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.