Home Coronavirus Outbreak ଆଜି ଗୋଟିଏ ଦିନରେ ମୁମ୍ବାଇରେ ୮୭୫ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ  ୧୫ ହଜାର ପାର...

ଆଜି ଗୋଟିଏ ଦିନରେ ମୁମ୍ବାଇରେ ୮୭୫ ନୂଆ ଆକ୍ରାନ୍ତ- ମୋଟ ଆକ୍ରାନ୍ତ  ୧୫ ହଜାର ପାର ଆଜି ୧୯ ମୃତ

314

ମୁମ୍ବାଇ ୧୦-୫ (ଓଡ଼ିଆ ପୁଅ) ଆଜି ଗ୍ରେଟର ମୁମ୍ବାଇ ଅଞ୍ଚଳରେ COVID-19 ର ୮୭୫ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୨୬ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୬୪ କୁ ବୃଦ୍ଧି ପାଇଛି। ଆଜି ୨୧୨ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୫୦୮ ରେ ପହଁଚିଛି। ଏ ନେଇ ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.