Home ଜିଲ୍ଲା ପରିକ୍ରମା ଆଗ୍ନିକ କର୍ମଚାରୀ ପ୍ରଶାନ୍ତ ପୁରସ୍କୃତ

ଆଗ୍ନିକ କର୍ମଚାରୀ ପ୍ରଶାନ୍ତ ପୁରସ୍କୃତ

32

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଅଗ୍ନିଶମ ସେବା କେନ୍ଦ୍ରର ଆଗ୍ନିକ କର୍ମଚାରୀ ପ୍ରଶାନ୍ତ କୁମାର ମଲ୍ଲିକ ସମଗ୍ର ରାଜ୍ୟରେ ବ୍ୟକ୍ତିଗତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥିପାଇଁ ସେ ୨୦୨୧ ପାଇଁ ଟ୍ରଫି ସହ ନଗଦ ଅର୍ଥରେ ପୁରସ୍କୃତ ହୋଇଛନ୍ତି । ଯାହାକି ସମଗ୍ର ଭଦ୍ରକ ଜିଲାର ଅଗ୍ନିଶମ ସେବା କେନ୍ଦ୍ର ସହ ବାଲେଶ୍ୱର ସର୍କଲ ପାଇଁ ଗୌରବ ଆଣିଦେଇଛନ୍ତି । ଏଣୁ ତାଙ୍କୁ ବିଭିନ୍ନ ସ୍ତରରେ ପ୍ରଶଂସା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.