Home ଓଡ଼ିଶା ସ୍କୁଲ ଛାତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସ୍କୁଲ ଛାତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

465

ଜଗତସିଂହପୁର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ସ୍କୁଲ ଛାତରୁ ଅଜଣା ମୃତଦେହ ଉଦ୍ଧାର । ଆଜ୍ଞା ହଁ, ଜଗତସିଂହପୁର ଥାନା ଦେବଗ୍ରାମ ପ୍ରାଥମିକ ବିଦ୍ୟାଳୟ ଛାତ ଉପରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଯାହାର ପରିଚୟ ମିଳି ପାରିନାହିଁ । ତେବେ ଛାତରୁ ଦୁର୍ଗନ୍ଧ ଆସିବା ପରେ ସ୍ଥାନୀୟ  ଲୋକେ ଏହା ଦେଖି    ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.