Home ଓଡ଼ିଶା ଅନବସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତନୀତି ଚାଲିଛି

ଅନବସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତନୀତି ଚାଲିଛି

169

ପୁରୀ, ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଅନବସର ପିଣ୍ଡିରେ ମହାପ୍ରଭୁ ଙ୍କର ଉପଚାର ଚାଲିଛି। ଚଳିତ ବର୍ଷ ମହାପ୍ରଭୁ ଙ୍କ ଅନବସର ନୀତି ୧୫ ଦିନ କରାଯାଉଛି। ଜ୍ୱରାକ୍ରାନ୍ତ ମହାପ୍ରଭୁ ଙ୍କୁ ଏବେ ଅନ୍ନ ମହାପ୍ରସାଦ ଭୋଗ କରାଯାଉନି। କେବଳ ଚକଟା ଓ ପଣା ଭୋଗ ସହିତ ବିଭିନ୍ନ ଫଳ ନୈବେଦ୍ୟ ପୁଜା କରଯାଉଛି। ଶ୍ରୀ ମନ୍ଦିରରେ ଏବେ ପୁଜା ପାଉଛନ୍ତି ପଟ୍ଟିଦିଅଁ। କରୋନା କଟକଣା ଯୋଗୁଁ ଶ୍ରୀ ମନ୍ଦିର କୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି। କେବଳ ମହାପ୍ରଭୁ ଙ୍କର ପ୍ରତ୍ୟହ ପରମ୍ପରା ଅନୁଯାୟୀ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.