Home ଓଡ଼ିଶା ୪୨୬ ମଦୁଆ ଡ୍ରାଇଭର ଗିରଫ

୪୨୬ ମଦୁଆ ଡ୍ରାଇଭର ଗିରଫ

309

ଭୁବନେଶ୍ଵର,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ରାସ୍ତାରେ ମଦୁଆ ଡ୍ରାଇଭରଙ୍କ ପାର୍ଦୁଭାବ କମାଇବା ପାଇଁ ରାଜ୍ୟ ପୋଲିସ ନିୟମକୁ କଡ଼ାକଡ଼ି କରିଛି । ଏବେ ସୁଦ୍ଧା ମୋଟ ୪୨୬ ମଦ୍ୟପ ଗାଡ଼ି ଚାଳକଙ୍କୁ ବିଭିନ୍ନ ଟୋଲ ଗେଟ୍‌ ପାଖରୁ ଗିରଫ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଗତକାଲି (ରବିବାର) ୧୪୧ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ବି.କେ ଶର୍ମା । ସେପ୍ଟେମ୍ବର ୬ରୁ ଆଜି ପର୍ଯ୍ୟନ୍ତ ମୋଟ ୪୨୬ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୧୪୧ ଜଣ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁର ଆଗରେ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.