Home ଓଡ଼ିଶା ୩୭୦ ଧାରା ଉପରେ ରାହୁଲ କ’ଣ ରଖିଲେ ମନ୍ତବ୍ୟ

୩୭୦ ଧାରା ଉପରେ ରାହୁଲ କ’ଣ ରଖିଲେ ମନ୍ତବ୍ୟ

1418

ନୂଆଦିଲ୍ଲୀ,୬ ।୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେବା ପରେ ମୌନବ୍ରତ ଭାଙ୍ଗିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାକୁ ବିରୋଧ କରି ଆଜି ଟ୍ୱିଟ୍ ଜରିଆରେ ରାହୁଲ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ବିଧାନକୁ ଉଲ୍ଲଂଘନ କରୁଛି । ଏହି ନିଷ୍ପତ୍ତି ଦେଶର ସୁରକ୍ଷା ପ୍ରତି ଘାତକ ହେବ ।’

ଟ୍ବିଟ କରି ସେ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.