ad
ଓଡ଼ିଶା

୧୪ରେ ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର, ୧୦ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅଗଷ୍ଟ ୧୪ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ । ଏନେଇ ଆଜି ସୂଚନା ମିଳିଛି ।  ତେବେ  ଗେଟ୍ ଖୋଲିବା ପରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ । ୧୪ତାରିଖରେ ଦିନ ୧୧ଟା ବେଳେ ଗେଟ୍ ଖୋଲାଯିବ ।

ଏନେଇ ମହାନଦୀ କୂଳବର୍ତ୍ତୀ ଜିଲ୍ଳାଗୁଡ଼ିକୁ ସତର୍କ ସୂଚନା ଜାରି ହୋଇଛି । ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମର କର୍ତ୍ତୁପକ୍ଷ । ନଦୀ ଭିତରକୁ ନଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top