Home ଓଡ଼ିଶା ୧୪ରେ ଖୋଲିବ ହୀରାକୁଦ ଗେଟ

୧୪ରେ ଖୋଲିବ ହୀରାକୁଦ ଗେଟ

322

ସମ୍ବଲପୁର, ୧୦ା୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅଗଷ୍ଟ ୧୪ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ । ଏନେଇ ଆଜି ସୂଚନା ମିଳିଛି ।  ତେବେ  ଗେଟ୍ ଖୋଲିବା ପରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ । ୧୪ତାରିଖରେ ଦିନ ୧୧ଟା ବେଳେ ଗେଟ୍ ଖୋଲାଯିବ ।

ଏନେଇ ମହାନଦୀ କୂଳବର୍ତ୍ତୀ ଜିଲ୍ଳାଗୁଡ଼ିକୁ ସତର୍କ ସୂଚନା ଜାରି ହୋଇଛି । ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମର କର୍ତ୍ତୁପକ୍ଷ । ନଦୀ ଭିତରକୁ ନଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.