Home ଓଡ଼ିଶା ହରିଶଙ୍କର ରେ ଭୂସ୍ଖଳନ

ହରିଶଙ୍କର ରେ ଭୂସ୍ଖଳନ

186

ବଲାଙ୍ଗୀର,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ । ଧସିଲା ମାଟି ଅତଡ଼ା । ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା । ବଡ଼ ବଡ଼ ପଥର ଧସିବା ସହ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା ପାଣି ।

ଏତେ ଜୋରରେ ପାହାଡ଼ ଉପରୁ ପାଣି ପ୍ରବାହିତ ହୋଇଥିଲା ଯେ, ଦେଖିଲେ ଭୟ ଲାଗିବ । କେହି କିଛି ବୁଝିବା ଓ ଦେଖିବା ଆଗରୁ ପାହାଡ଼ ଧସି ତଳକୁ ଖସିଥିଲା । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.