Home ଓଡ଼ିଶା ସାପ ସହ ଲଢେ଼ଇ କରି ଶ୍ରମିକଙ୍କ ଜୀବନ ବଞ୍ଚାଇଲେ କୁକୁର

ସାପ ସହ ଲଢେ଼ଇ କରି ଶ୍ରମିକଙ୍କ ଜୀବନ ବଞ୍ଚାଇଲେ କୁକୁର

1175

ଗଜପତି,୨୩/୦୮,(ଓଡ଼ିଆ ପୁଅ/ ପି ନାଏକ): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବଡଗାଁ ଗ୍ରାମ ଠାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଇଟା ନିର୍ମାଣ ସ୍ଥାନରେ କିଛି ଲୋକୋ କାମକରୁଥିବା ବେଳେ ଏକ ନାଗ ସାପ ପସିଥିଲା। ତେବେ ସବୁ ଦିନେ ସେଠାରେ କାମ କରୁଥିବା ଶ୍ରମିକ ମାନେ ନାଗ ସାପର ଉପସ୍ଥିତି ଜାଣିପାରିନଥିଲେ ।

କିନ୍ତୁ ସବୁ ଦିନ କିଛି ଖାଦ୍ୟ ପାଉଥିବା କୁକୁର ସାପ କିଛି ଅଘଟଣ ଘଟାଇବା ପୂର୍ବରୁ ନାଗସାପର ଉପସ୍ଥିତି ଜାଣିପାରି ଗୋଡାଇ ଗୋଡାଇ ଉପସ୍ଥିତ ଥିବା ୪ଟି କୁକୁର ମାରିଦେଇଥିଲେ। ଏବଂ ନିଜ ବିଶ୍ବାସର ପରିଚୟ ଦେଇ କିଛି ଅମୂଲ୍ୟ ପ୍ରାଣକୁ ବଞ୍ଚାଇ ପାରିଥିଲେ। ସେଥିପାଇଁତ କୁହାଯାଏ ପସୁ ମଧ୍ୟରେ ଅଧିକ ବିଶ୍ବସ୍ଥ କୁକୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.