Home ଓଡ଼ିଶା ସନ୍ଦିପ କୁମାର ଗୁପ୍ତାଙ୍କୁ ନୂଆ ଦାୟିତ୍ବ

ସନ୍ଦିପ କୁମାର ଗୁପ୍ତାଙ୍କୁ ନୂଆ ଦାୟିତ୍ବ

172

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ର(ଆଇଓସିଲ) ନୂଆ ନିର୍ଦ୍ଦେଶକ (ଅର୍ଥ) ଭାବେ ଆଜି ଦାୟିତ୍ବ ନେଇଛନ୍ତି ସନ୍ଦୀପ କୁମାର ଗୁପ୍ତା । ପୂର୍ବରୁ ସେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ବାଣିଜ୍ୟରେ ସ୍ନାତ୍ତକ ପାସ୍‌ କରିବା ସହ ସେ ହେଉଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ।

ଇଣ୍ଡିଆନ୍‌ ଅଏଲ୍‌ର ବିଭିନ୍ନ ବିଭାଗରେ ୩୧ ବର୍ଷରୁ ଅଧିକ ବର୍ଷର କାର୍ଯ୍ୟ ଦକ୍ଷତା ତାଙ୍କ ପାଖରେ ରହିଛି । ବିଭିନ୍ନ କ୍ଷେତ୍ରରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସେ ସୁନାମ ଅର୍ଜନ କରିଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଶ୍ରୀ ଗୁପ୍ତା ନିଜର ପାରଦର୍ଶିତା ପାଇ ବେଶ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.